LATEST MOVIE

Namita Agrawal DURGA BHAJAN GHANTA BAAJUCHI MAA ODIAFILM.NET

Namita Agrawal DURGA BHAJAN GHANTA BAAJUCHI MAA ODIAFILM.NET


ମା' ମା' ଡାକରେ ମୁଖରିତ ହେଇ ଉଠିଚି ଦେବୀ ପୀଠ, ପୁଜା ମଣ୍ଡପ.. ଘଣ୍ଟ ଘଣ୍ଟା କାହାଳୀ ନାଦରେ ଏବଂ ଭକ୍ତଂକ କୋଳାହଳରେ ଉଛୁଳି ଉଠୁଚି ପରିବେଶ.. ସଂସାରକୁ ମା' ମନ୍ତ୍ରରେ ପବିତ୍ର କରିଦେଇଚି ଦଶରାର ଦିବ୍ୟ ଅବକାଶ...



✽Song Name : Ghanta Baajuchi Maa ✽Album Name : Sahe Aatha Padma ✽Singer : Namita Agrawal ✽Lyrics : Arun Mantri , Bijay Malla ✽Music Director : Radhakant Nanda ✽ Recorded At: Sarthak Music Studio. ✽ Voice Dubbing & Mixing By : Swapnajit Sabat & Munna at Sarthak Music Studio ✽ Mastering By : Sitaram Agrawal & Swapnajit Sabat at Sarthak Music Studio ✽ Banner : 91.9 Sarthak FM ✽ Music Label : 91.9 Sarthak FM ✽ Producer : Sitaram Agrawalla ଘଣ୍ଟ ବାଜୁଚି ମା’ ଢାଉଁ ଢାଉଁ ହେଇ ତୋ’ ପୀଠରେ.. ଘଣ୍ଟା ବାଜୁଚି ମା’ ଝାଉଁ ଝାଉଁ ହେଇ ତୋ’ ପୀଠରେ.. ଦେ’ମା ଦର୍ଶନ ଦେ ମୋ'ଫୁଲ ଚନ୍ଦନ ନେ କରୁଣାର ନଈ ଯାଏ ବହି ବହି ମାଆଲୋ ତୋ’ ପୀଠାରେ.. ଶାରଳା ତୁହି ମଂଗଳା ତୁହି ବିରଜା ତୁହି ମା ମାଆଲୋ ବିମଳା ମା’ ସମ୍ବଲେଶ୍ବରୀ ଶୀତଳେଶ୍ବରୀ କଟକ ଚଣ୍ଡି ମା’ ମାଆଲୋ ଚର୍ଚ୍ଚିକା ମା’ ମାଆ କାଳିଜାଈ ତୁ ମାଆ ଭଗବତୀ ତୁ ପୂଣ୍ୟର ପସରା ବାଢିଚି ଦଶରା ମାଆଲୋ ତୋ ପୀଠରେ.. ମାତୃରୂପିଣୀ, ଶକ୍ତିରୂପିଣୀ, ବିଦ୍ୟାରୂପିଣୀ ମା’ ସଂକଟ ହରିଣୀ ମା’ ମନମୋହିନୀ ସିଂହବାହିନୀ ପାପନାଶିନୀ ମଂଗଳ କାରିଣୀ ମା’ ଭୂଦେବୀ ଭୈରବୀ ତୁ ପରମ ବୈଷ୍ଣବୀ ତୁ ସରଗର ଶାନ୍ତି ମୋକ୍ଷ ଆଉ ମୁକ୍ତି ମାଆଲୋ ତୋ’ ପୀଠରେ..